fbpx

ବ୍ୟାଟିଂ କରିବ ଭାରତ, ଶିବମଙ୍କ ସ୍ଥାନରେ ଖେଳିବେ ଶାର୍ଦ୍ଦୁଲ

ବିଶାଖାପାଟଣା,୧୮ ।୧୨: ବିଶାଖାପାଟଣାର ଏସୀଏ-ବୀଡୀସୀଏ କ୍ରିିକେଟ ଷ୍ଟାଡିୟମରେ ଆଜି ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ଫିଲ୍ଡିଂର ନିଷ୍ପର୍ତ୍ତି ନେଇଛି ୱେଷ୍ଟଇଣ୍ଡିଜ୍ । ୩ ଟିକିଆ ସିରିଜରେ ୧-୦ରେ ୱେଷ୍ଟଇଣ୍ଡିଜ ଆଗୁଆ ରହିଛି । ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ଯାଉଛି ଭାରତ । ୱେଷ୍ଟଇଣ୍ଡିଜ ନିଜ ଦଳରେ ୨ ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରିଛି । ସେହିପରି ଭାରତ ଶିବମ ଦୁବେଙ୍କ ସ୍ଥାନରେ ଶର୍ଦ୍ଦୁଲ ଠାକୁରଙ୍କୁ ମ୍ୟାଚରେ ସାମିଲ କରିଛି ।

Get real time updates directly on you device, subscribe now.