fbpx
BJD
BJD SKY
BJD SKY

FIH PRO Leagueରେ ଟିମ ଇଣ୍ଡିଆର ରେମାଞ୍ଚକର ବିଜୟ: ସ୍ପେନକୁ ମାତ୍ ଦେଲା ଭାରତ

ଭୁବନେଶ୍ୱର: ଏଫଆଇଏଚ ପ୍ରୋ-ଲିଗରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ସୁଟଆଉଟର ଏକ ଦମଦାର ମ୍ୟାଚରେ ସ୍ପେନକୁ ହରାଇଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ୩-୧ରେ ସ୍ପେନ ଉପରେ ଭାରତ ବିଜୟୀ ହୋଇଛି । ନ୍ୟୁଜିଲାଣ୍ଡ ପରେ ଏବେ ଭାରତ ସ୍ପେନକୁ ମାତ୍ ଦେଇ ଟୁର୍ଣ୍ଣାମେଣ୍ଟରେ ବିଜୟଧାରା ଜାରି ରଖିଛି ।

ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ-ଲିଗରେ ସ୍ପେନ ଉପରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ମ୍ୟାଚକୁ ୩-୧ ଗୋଲରେ କବଜା କରିଛଇ ଟିମ ଇଣ୍ଡିଆ । ଏହି ମ୍ୟାଚରେ ପ୍ରଥମେ ନ୍ୟୁଜିଲାଣ୍ଡ ଏବଂ ଏବେ ସ୍ପେନ ଉପରେ ବିଜୟ ବାନା ଉଡାଇଛି ମେନ୍ ଇନ୍ ବ୍ଲୁ । ଏହି ବିଜୟ ସହ ପଏଣ୍ଟ ଟେବୁଲର ଦଳ ଶୀର୍ଷ ସ୍ଥାନ ମଧ୍ୟ ହାସଲ କରିଛି ।

Get real time updates directly on you device, subscribe now.