fbpx

ଭାରତର ଦମଦାର ବିଜୟ

ରାଜକୋଟ, ୧୭।୧: ରାଜକୋଟରେ ଭାରତର ଦମଦାର ବିଜୟ ହୋଇଛି। ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ । ଗୋଟିଏ ଗୋଟିଏ ମ୍ୟାଚ୍ ଜିତି ୩ ଟିକିଆ ସିରିଜ୍‌ ବରାବର କରିଛି ଇଣ୍ଡିଆ । ସାମିଙ୍କୁ ୩, ସାଇନି, ଜାଡେଜା, କୁଳଦୀପ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଛି।  ସେହିପରି ବୁମ୍‌ରାଙ୍କୁ ଗୋଟିଏ ୱିକେଟ୍ ମିଳିଛି।

Get real time updates directly on you device, subscribe now.