fbpx

ଆସନ୍ତା ୨୦ରୁ କୃଷି ମହୋତ୍ସବ

ଭୁବନେଶ୍ୱର,୧୭ ।୧(ଓଡିଶା ଭାସ୍କର): ଜାନୁଆରୀ ୨୦ରୁ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡିଶା’ ଆରମ୍ଭ ହେବାକୁ ଯାଉଛି । ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଏହି କୃଷି ଓଡିଶ।। ମହୋତ୍ସବ ଆୟୋଜିତ ହେବ । ଜାନୁଆରୀ ୨୦ ରୁ ଆରମ୍ଭ ହୋଇ ୨୪ ଯାଏଁ ଚାଲିବ ଏହି କୃଷି ମହୋତ୍ସବ ।

Get real time updates directly on you device, subscribe now.