fbpx

ରିଲାଏନ୍ସ ଜିଓ ଉପଭୋକ୍ତା ସଂଖ୍ୟାରେ ୩୨% ବୃଦ୍ଧି

ଭୁବନେଶ୍ୱର, ୧୭।୧(ଓଡିଶା ଭାସ୍କର): ଦିନକୁ ଦିନ ବଜାରରେ ରିଲାଏନ୍ସ ଜିଓ ଗ୍ରାହକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ଷ ତୁଳନାରେ ରିଲାଏନ୍ସ ଜିଓ ଉପଭୋକ୍ତା ସଂଖ୍ୟାରେ ୩୨% ବୃଦ୍ଧି ପାଇଥିବା ସୂଚନା ମିଳିଛି। ଜିଓ ନେଟୱର୍କରେ ମୋଟ ଓୟାରଲେସ ଡାଟା ଉପଯୋଗ ୩୯.୯% ବୃଦ୍ଧି ପାଇଛି।

ଅକ୍ଟୋବରରୁ ଡିସେମ୍ବର ଯାଏ ରିଲାଏନ୍ସ ଜିଓର ନେଟ ଲାଭ ୬୨.୫% ବୃଦ୍ଧି ପାଇଛି। ୬୨.୫% ବୃଦ୍ଧି ସହ ୧୩୫୦ କୋଟି ଟଙ୍କାରେ ପହଞ୍ଚିଛି ରିଲାଏନ୍ସ ଜିଓ । ଏହା ସହ ଗତ ବର୍ଷ ତୁଳନାରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୨୮.୩% ବୃଦ୍ଧି ପାଇଥିବା ଜଣାପଡିଛି  ।

Get real time updates directly on you device, subscribe now.