fbpx

ଜେଇଇ ମେନ-୧ ପରୀକ୍ଷା ଫଳ ପ୍ରକାଶିତ, ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୧୮ା୧(ଓଡ଼ିଶା ଭାସ୍କର): ଜେଇଇ ମେନ-୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ଘୋଷଣା କରିଛନ୍ତି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । jeemain.nta.in ଏହି ସାଇଟରେ ପରୀକ୍ଷା ଫଳ ଉପଲବ୍ଧ ରହିଛି । ପରୀକ୍ଷାର୍ଥୀ ଏହି ସାଇଟ ମାଧ୍ୟମରେ ନିଜର ରେଜଲ୍ଟ ଦେଖିପାରିବେ । ସର୍ବଭାରତୀୟ ସ୍ତରରେ ୧୦୦ ପ୍ରତିଶତ ନମ୍ବର ୯ଛାତ୍ର ରଖିଛନ୍ତି । ୯୯.୯୯% ମାର୍କ ରଖି ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି । ଜେଇଇ ମେନ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହୋଇଥିଲା ।

Get real time updates directly on you device, subscribe now.