fbpx

ଯବାନଙ୍କ ଘେରାବନ୍ଦୀରେ ୩ କୁଖ୍ୟାତ ଆତଙ୍କବାଦୀ

ଜାମ୍ମୁକାଶ୍ମୀର, ୨୫ା୧: କାଶ୍ମୀରର ଅବନ୍ତୀପୋରାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହାସହ ଯବାନଙ୍କ ଘେରାବନ୍ଦୀରେ ଜୈଶ ଆତଙ୍କବାଦୀ କମାଣ୍ଡର କାସୀ ୟାସିର ରହିଛି । ଅନ୍ୟ ୨କୁଖ୍ୟାତ ଆତଙ୍କବାଦୀଙ୍କୁ ମଧ୍ୟ ଯବାନ ଘେରି ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.