fbpx

୨୯ ଜଣଙ୍କୁ ମିଳିବ ପୋଲିସ ମେଡାଲ

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ପୋଲିସ ମେଡାଲ ପାଇଁ ଆଜି ନାମ ଘୋଷଣା କରାଯାଇଛି । ଓଡିଶାର୨୯ ଜଣଙ୍କୁ ମିଳିବ ପୋଲିସ ପଦକ । ସାହସିକତା ପାଇଁ ୧୬ ଜଣଙ୍କୁ ପଦକ ମିଳିବ । ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ସେମାନଙ୍କ ମଧ୍ୟରେ କଟକ ଏଡିଜି ଆର.ପି. କୋଚେ ଓ ଭିଜିଲାନ୍ସ ଏଏସଆଇ ମନୋରଞ୍ଜନ ସାମଲଙ୍କ ନାମ ସାମିଲ ରହିଛି । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ମିଳିବ ।

Get real time updates directly on you device, subscribe now.