fbpx

ଜଳିଗଲା ମିଗ୍-୨୯ ଏୟାରକ୍ରାଫ୍ଟ

ଗୋଆ,୨୩ ।୨: ଜଳିଗଲା ଭାରତୀୟ ନୌସେନାର ମିଗ୍-୨୯କେ ଏୟାରକ୍ରାଫ୍ଟ । ରୁଟିନ୍ ଟ୍ରେନିଙ୍ଗ ପାଇଁ ଉଡାଣ ଭରିଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏହି ବିମାନ । ଗୋଆରେ ହୋଇଛି ଏହି ଦୁର୍ଘଟଣା । ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପାଇଲଟ୍ । ତେବେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.