fbpx

ଆସିଲା ୬ନୂଆ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୬ ନୂଆ କରୋନା ଆକ୍ରାନ୍ତ ତଥ୍ୟ ଦେଇଛନ୍ତି ସରକାର । ୬ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ଯାଜପୁରର ଥିବା ବେଳେ ଜଣେ ସୁନ୍ଦରଗଡ଼ର ବିଶ୍ରାର ବୋଲି ଜଣାପଡ଼ିଛି । ଏନେଇ ଟୁଇଟ କରି ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ୬୯ନମ୍ବର ଆକ୍ରାନ୍ତ ସୁନ୍ଦରଗଡ଼ର ବିଶ୍ରା ଅଞ୍ଚଳର ୪୦ବର୍ଷ ବୟସ୍କ ବ୍ୟକ୍ତି । ସେହିପରି ଯାଜପୁରର ଚିହ୍ନଟ ହୋଇଥିବା ୭୦, ୭୧, ୭୨,୭୩,୭୪ ନମ୍ବର ଆକ୍ରାନ୍ତଙ୍କ ବୟସ ୨୮,୩୨, ୫୦,୫୮, ୬୪ବର୍ଷ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.