IPL 2023 Final: ଗୁଜୁରାଟକୁ ୫ ୱିକେଟରେ ହରାଇ ପଞ୍ଚମ ଥର ପାଇଁ ଆଇପିଏଲ୍ ଚାମ୍ପିଅନ୍ ହେଲା ଚେନ୍ନାଇ ସୁପର କିଙ୍ଗସ୍

News across the Earth, news close to your heart, Read Odisha Bhaskar English

ଅହମ୍ମଦାବାଦ: ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚରେ ଗୁଜୁରାଟକୁ ୫ ୱିକେଟରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୩ ଟାଇଟଲ ଜିତିଛି। ଏହା ସହିତ ଚେନ୍ନାଇ ପଞ୍ଚମ ଥର ପାଇଁ ଟାଇଟଲ୍ ଜିତିଛି ଏବଂ ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ଟାଇଟଲ୍ ଜିତିବା କ୍ଷେତ୍ରରେ ଟିମ୍ ଧୋନି ମୁମ୍ବାଇ ଇଣ୍ଡିଆନ୍ସ ସହିତ ସମାନ ହୋଇଛନ୍ତି।

 

Get real time updates directly on you device, subscribe now.