• Likes
  • Followers
  • Subscribers
  • Followers
  • Android App
  • Monday, August 18, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • (Video) ‘ସୁଭଦ୍ରା’ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନି: ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟିକରଣ

(Video) ‘ସୁଭଦ୍ରା’ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନି: ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟିକରଣ

By Manas Pradhan Last updated Oct 7, 2024 at 9:55 PM
Subhadra Yojana
Share

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଜନାଭିମୁଖୀ ଯୋଜନା ‘ସୁଭଦ୍ରା’କୁ ନେଇ ଗତ କିଛିଦିନ ଧରି ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ତେବେ ହିତାଧିକାରୀଙ୍କ ଆକାଉଣ୍ଟକକୁ ୧ ଟଙ୍କା ଯାଇଥିବା ନେଇ କିଛି ମିଡ଼ିଆରେ ଖବର ପ୍ରକାଶ ପାଇଥିଲା । ମାତ୍ର ଏନେଇ ଆସିଛି ଏକ ବଡ଼ ଖବର । ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନାହିଁ । ସୋସିଆଲ ମିଡ଼ିଆରେ ପ୍ରସାରିତ ହେଉଥିବା ଖବରରେ ଭ୍ରମିତ ନହେବାକୁ କୁହାଯାଇଛି । ୧ ଟଙ୍କା ପଠାଯାଇଥିବା ଖବରକୁ ଖଣ୍ଡନ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସ୍ପଷ୍ଟିକରଣ ଜାରି କରାଯାଇଛି ।

ସୁଭଦ୍ରା ଯୋଜନାରେ ଏହା ମଧ୍ୟରେ ପଞ୍ଜିକରଣ ୧ କୋଟି ଛୁଇଁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶୁଭାରମ୍ଭ କରାଯାଇଥିବା ଏହି ଯୁଗାନ୍ତକାରୀ ଯୋଜନାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୦ ଲକ୍ଷ ମହିଳା ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି । ଏହା ମଧ୍ୟରେ ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଯୋଜନାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତା ୯ ତାରିଖ ମଧ୍ୟାହ୍ନ ୧୨ଟା ପୂର୍ବରୁ ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିବ । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏଥର କିଛି ଲୋକଙ୍କ ପାଖକୁ ଏକ ଟଙ୍କା ଯାଇଥାଇପାରେ, କିଛି ଲୋକଙ୍କ ପାଖକୁ ଏକ ଟଙ୍କାରୁ ଅଧିକ ଯାଇଥାଇପାରେ ଓ ଆଉ କିଛି ଲୋକଙ୍କ ପାଖକୁ ଆଦୌ ଯାଇ ନଥାଇପାରେ । ତେଣୁ ଯେଉଁମାନେ କ୍ଲିୟର ଅଛନ୍ତି ସେମାନେ ଆଦୌ ବ୍ୟସ୍ତ ନହେବାକୁ ଶ୍ରୀମତୀ ପରିଡ଼ା କହିଛନ୍ତି ।

ଆହୁରି ପଢନ୍ତୁ

ଭାଗ୍ୟ ବଦଳିଯିବ! ଓଡ଼ିଶାର ଏହି 6 ସ୍ଥାନରେ…

ଭାରତରେ ଏତେ ଅଧିକ ବଢି ଯିବ ପେଟ୍ରୋଲ-ଡିଜେଲ…

Share

Prev Post

MNC କମ୍ପାନୀର ଷ୍ଟକରେ ନିବେଶ ସୁଯୋଗ, ଲଞ୍ଚ୍ ହେଲା ନୂତନ ମ୍ୟୁଚୁଆଲ ଫଣ୍ଡ୍ ସ୍କିମ୍

Next Post

ଆକାଶଛୁଆଁ ହେଲାଣି ଟମାଟୋ ଦର; ଏଣିକି ବିକ୍ରି କରିବେ ସରକାର, ମହଙ୍ଗା ମାଡ଼ରୁ ମିଳିବ ମୁକ୍ତି

You might also like More from author
Breaking News

ଭାଗ୍ୟ ବଦଳିଯିବ! ଓଡ଼ିଶାର ଏହି 6 ସ୍ଥାନରେ ମିଳିଲା ସୁନା ଖଣି, ଜମି ଫଟେଇ ବାହାରିଲା 200000…

Top Stories

ଭାରତରେ ଏତେ ଅଧିକ ବଢି ଯିବ ପେଟ୍ରୋଲ-ଡିଜେଲ ଦାମ୍, ଋଷିଆ ସହ ଗେମ୍ ଖେଳିଲାଣି ଆମେରିକା, ଏବେ କ’ଣ…

Top Stories

ଧୋନୀଙ୍କୁ ବଡ଼ ଦାୟିତ୍ୱ, ଟିମ୍ ଇଣ୍ଡିଆର ନୂଆ ହେଡ଼ କୋଚ! ଆସିଲା ବଡ଼ ବୟାନ, ଜାଣନ୍ତୁ…

Breaking News

ଟ୍ରମ୍ପଙ୍କ ଶୁଳ୍କରୁ ଭାରତକୁ ମିଳିବ କି ଆଶ୍ୱସ୍ତି? ପୁଟିନଙ୍କୁ ଭେଟିବା ପରେ ଆମେରିକା ରାଷ୍ଟ୍ରପତି…

Top Stories

ହାତରୁ ଖସିବ ଏସିଆ କପ! ଟିମ୍ ଇଣ୍ଡିଆ ପାଇଁ ଘାତକ ଏହି 3 ପାକିସ୍ତାନୀ ଘାତକ ବୋଲର, ସାମ୍ନା କରିବା…

Featured

ମାରାତ୍ମକ କ୍ଯାନସରଠୁ ଆରମ୍ଭ କରି ମଧୁମେହ,ରକ୍ତଚାପ ଭଳି ହଜାରେ ରୋଗର ମହୌଷଧି ‘କାଙ୍କଡ଼’, କେମିତି…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଭାଗ୍ୟ ବଦଳିଯିବ! ଓଡ଼ିଶାର ଏହି 6 ସ୍ଥାନରେ…

ଭାରତରେ ଏତେ ଅଧିକ ବଢି ଯିବ ପେଟ୍ରୋଲ-ଡିଜେଲ…

ଗୋଲ ଏବଂ ଲମ୍ୱା ଲାଉ ଭିତରୁ କିଏ ବେଶୀ ଉପଯୋଗୀ,…

ଧୋନୀଙ୍କୁ ବଡ଼ ଦାୟିତ୍ୱ, ଟିମ୍ ଇଣ୍ଡିଆର ନୂଆ…

ଟ୍ରମ୍ପଙ୍କ ଶୁଳ୍କରୁ ଭାରତକୁ ମିଳିବ କି…

ପାଦ ଦିଏ ରୋଗର ସିଗନାଲ୍, ଏହି ଲକ୍ଷଣକୁ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଭାଗ୍ୟ ବଦଳିଯିବ! ଓଡ଼ିଶାର ଏହି 6 ସ୍ଥାନରେ…

ଭାରତରେ ଏତେ ଅଧିକ ବଢି ଯିବ ପେଟ୍ରୋଲ-ଡିଜେଲ…

ଧୋନୀଙ୍କୁ ବଡ଼ ଦାୟିତ୍ୱ, ଟିମ୍ ଇଣ୍ଡିଆର ନୂଆ…

ଟ୍ରମ୍ପଙ୍କ ଶୁଳ୍କରୁ ଭାରତକୁ ମିଳିବ କି…

Prev Next 1 of 27,945
© 2025 - TK Digital All Rights Reserved.