fbpx

ଦାୟିତ୍ୱ ଗ୍ରହଣ କଲେ IPS ସତ୍ୟଜିତ୍

ଭୁବନେଶ୍ୱର,୧ ।୬(ଓଡିଶା ଭାସ୍କର): ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଆଇପିଏସ୍ ଡକ୍ଟର ସତ୍ୟଜିତ୍ ମହାନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏବେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଅଛନ୍ତି ଆଇପିଏସ୍ ସତ୍ୟଜିତ୍ ।

ତେବେ ଦାୟିତ୍ୱ ଗ୍ରହଣ ପରେ ସତ୍ୟଜିତ୍ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅଗ୍ନିଶମ ବିଭାଗ ଭାରତରେ ସୁନାମ ରହିଛି । ଏହି ଧାରା ଆଗକୁ ବଜାୟ ରଖିବି । ୧୫ ହଜାରରୁ ଅଧିକ ହୋମଗାର୍ଡ ରାଜ୍ୟରେ କାର୍ଯ୍ୟରତ ଅଛନ୍ତି । ତାଙ୍କର ଉନ୍ନତି ପାଇଁ ଚେଷ୍ଟା କରିବି । ପଶ୍ଚିମବଙ୍ଗରୁ ଅଗ୍ନିଶମ ଦଳ ଫେରିଲେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ ।’

Get real time updates directly on you device, subscribe now.