fbpx

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ, ୧ା୬: ଆଜି କେରଳ ଛୁଇଁଛି ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଯାଇଛି । ଆଜି ସକାଳେ ମୌସୁମୀ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଠିକ ସମୟରେ କେରଳରେ ମୌସୁମୀ ବାୟୁ ଛୁଇଁଛି । କିନ୍ତୁ ପୂର୍ବରୁ ଭାରତକୁ ମୌସୁମୀ ଡ଼େରିରେ ଆସିବ ବୋଲି ସୂଚନା ରହିଥିଲା ।

Get real time updates directly on you device, subscribe now.