fbpx

ITDA ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ

ବାରିପଦା(ଓଡ଼ିଶା ଭାସ୍କର): ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ତାଙ୍କୁ ଗିରଫ କରାଯାଇଛି । ୨ ଦିନ ଧରି ସନ୍ତୋଷଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ରେକର୍ଡ ନଗଦ ୪୧.୭୭ ଲକ୍ଷ ଟଙ୍କା ଜବତ ହୋଇଥିଲା । ଭିଜିଲାନ୍ସ ରେଡ୍ କରିବାରେ ସନ୍ତୋଷଙ୍କ ଠାରୁ ସର୍ବାଧିକ ଟଙ୍କା ଜବତ କରାଯାଇଛି । ବିଭିନ୍ନ ସ୍ଥାନରେ ଫ୍ଲାଟ୍ ଓ ପ୍ଲଟ୍ ମଧ୍ୟ ଠାବ ହୋଇଥିଲା ।

Get real time updates directly on you device, subscribe now.