fbpx

ବାହାରିଲା JEE ମେନ୍-୨ ରେଜଲ୍ଟ: ସ୍କୋର୍ ଜାଣିବାକୁ ଆପଣାନ୍ତୁ ଏହି ପ୍ରୋସେସ୍

ନୂଆଦିଲ୍ଲୀ: ଜେଇଇ ମେନ୍-୨ର ରେଜଲ୍ଟ ଆଜି ପ୍ରକାଶ ପାଇଛି । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ରୁ ଡାଉନଲୋଡ୍ କରିପାରିବେ । ଜୁଲାଇ ୨୫ରୁ ୩୦ ମଧ୍ୟରେ ୨ଟି ସିପ୍ଟରେ ପରୀକ୍ଷା କରାଯାଇଥିଲା । ନିଜ ସ୍କୋର ବିଷୟରେ ଜାଣିବା ପାଇଁ ଆପଣାନ୍ତୁ ଏହି ପ୍ରୋସେସ୍…

– ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ଯାଆନ୍ତୁ ।
– ହୋମପେଜରେ “JEE (Main) Session 2 Paper 1” ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
– ଲଗଇନ୍ ବିବରଣୀରେ ତଥ୍ୟ ଦିଅନ୍ତୁ ।
– ଫଳାଫଳ ଯାଞ୍ଚ କରନ୍ତୁ ଏବଂ ଡାଉନଲୋଡ୍ କରନ୍ତୁ ।
– ଭବିଷ୍ୟତର reference ପାଇଁ ଏକ ପ୍ରିଣ୍ଟଆଉଟ୍ ନେଇପାରିବେ ।

Get real time updates directly on you device, subscribe now.