fbpx

ଆଜିଠୁ ଝାରସୁଗୁଡ଼ାରୁ ବାରଣାସୀକୁ ସିଧାସଳଖ ବିମାନସେବା ଆରମ୍ଭ

ଝାରସୁଗୁଡ଼ା, ୩୧ା୧(ଓଡ଼ିଶା ଭାସ୍କର): ଆଜି ଝାରସୁଗୁଡ଼ାରୁ ବାରଣାସୀକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି । ଭୁବନେଶ୍ୱର ଦେଇ ବାରଣାସୀକୁ ଆଲିଏନ୍ସ ଏୟାର ବିମାନ ଉଡ଼ିଛି । ଭୁବନେଶ୍ୱରରୁ ଦିନ ୧୨ଟା ୧୫ରେ ବିମାନ ଛାଡ଼ିବ । ବାରଣାସୀରେ ଦିନ ୨ଟାରେ ବିମାନଟି ପହଞ୍ଚିବ । ସେହିପରି ୨ଟା ୩୦ରେ ବାରଣାସୀରୁ ଛାଡ଼ି ୪ଟା୨୦ରେ ଭୁବନେଶ୍ୱର ପହଞ୍ଜିବ । ଏଥିରେ ୩ହଜାର ୪୭୦ଟଙ୍କାରେ ବିମାନ ଯାତ୍ରାର ସୁବିଧା ମିଳିବ ।

Get real time updates directly on you device, subscribe now.