fbpx

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ

ନୂଆଦିଲ୍ଲୀ, ୩୧ା୧: ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତାକାଲି ଗୃହରେ ଉପସ୍ଥାପିତ ହେବ ସାଧାରଣ ବଜେଟ । ଏହାସହ ଆସନ୍ତାକାଲି ଦିନ ୧୧ଟା ଯାଏ ଲୋକସଭା ମୁଲତବୀ ରଖାଯାଇଛି । ଚଳିତ ଆର୍ଥିକ ବର୍ଷରେ ଜିଡ଼ିପି ଅଭିବୃଦ୍ଧି ହାର ୫% ରହିଥିବା ଆକଳନ ହୋଇଛି । ୨୦୨୦-୨୧ ବର୍ଷରେ ଜିଡ଼ିପି ଅଭିବୃଦ୍ଧି ହାର ୬%ରୁ ୬.୫% ରହିବା ସମ୍ଭାବନା ରହିଛି ।

Get real time updates directly on you device, subscribe now.