fbpx

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଶୁଣାଣି ଶେଷ, କିଛି ସମୟ ପରେ ରାୟ

ନୂଆଦିଲ୍ଲୀ, ୩୧ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ନିର୍ଭୟା ଦୁର୍ଷ୍କମୀଙ୍କୁ ଫାଶୀ ଶୁଣାଣି ଶେଷ ହୋଇଛି । ଏହି ମାମଲାର ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଆଜି ଯେକୌଣସି ମୁହୁର୍ତ୍ତରେ ରାୟ ପ୍ରକାଶ ପାଇପାରେ । ଫେବୃଆରୀ ୧ରେ ଫାଶୀ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ପାଇଁ ଆବେଦନ କରାଯାଇଥିଲା । ଏବେ ବି ରାଜକ୍ଷମା ଆବେଦନ ବିଚାରଧୀନ ଥିବାରୁ ଫାଶି ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ପାଇଁ ଆବେଦନ ହୋଇଛି ।

Get real time updates directly on you device, subscribe now.