fbpx

ଓଡ଼ିଶାରେ କରୋନା ଆକ୍ରାନ୍ତ ସନ୍ଦେହ !

ଫୁଳବାଣୀ, ୩୧ା୧(ଓଡ଼ିଶା ଭାସ୍କର): ଫୁଲବାଣୀରେ କେତେ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ନିକଟରେ ଚୀନରୁ ଫେରିଥିବା ଫୁଲବାଣୀ ଛାତ୍ର ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଗତ ୧୦ଦିନ ପୂର୍ବେ ଚୀନରୁ ଫୁଲବାଣୀକୁ ଛାତ୍ର ଫେରିଥିଲେ । ଛାତ୍ରଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଏନେଇ ଫୁଲବାଣୀ ସିଡ଼ିଏମଓଙ୍କୁ ଚିଠି ଲେଖି ଜଣାଇଥିଲେ ଛାତ୍ର । ଫୁଳବାଣୀର ଛାତ୍ରମାନେ ଚୀନରେ ଡାକ୍ତରୀ ପାଠ ପଢ଼ୁଛନ୍ତି ।

Get real time updates directly on you device, subscribe now.