fbpx

ନୂଆବର୍ଷରେ ଜିଓର ଦମଦାର ଅଫର

ଭୁବନେଶ୍ୱର, ୨୩ା୧୨(ଓଡ଼ିଶା ଭାସ୍କର): ବଜାରରେ ଜିଓ ଚାହିଦା ବଢ଼ିବାରେ ଲାଗିଛି । ଜିଓର ଗ୍ରାହକଙ୍କୁ ଖୁସି କରିବା ଲାଗି ଏବଂ ନୂଆ ବର୍ଷ ପାଇଁ ଜିଓ ଫୋନ୍ ଓ ସ୍ମାର୍ଟ ଫୋନ୍ ପାଇଁ ଦମଦାର ଅଫର ଆସିଛି । ସ୍ମାର୍ଟ ଫୋନ୍ ଉପଭୋକ୍ତାଙ୍କ ପାଇଁ ଅନଲିମିଟେଡ଼ ସର୍ଭିସ ମଧ୍ୟ ସେହି ଅଫରରେ ଉପଲବ୍ଧ ରହିଛି । ୨୦୨୦ ଟଙ୍କା ରିଚାର୍ଯ କଲେ ବର୍ଷେ ପାଇଁ ଅନଲିମିଟେଡ଼ ସର୍ଭିସ ରହିବ । ଏହାସହ ପ୍ରତିଦିନ ୧.୫ ଜିବି ଡାଟା, ଅନଲିମିଟେଡ଼ ଭଏସ କଲ ମଧ୍ୟ ମିଳିବ ।

Get real time updates directly on you device, subscribe now.