fbpx

JioMart ସହିତ ଚଳିତ ପାର୍ବଣ ଋତୁରେ ତ୍ୟୋହାର ରେଡି ସେଲ୍: ମିଳିବ ଏହି ସବୁ ଅଫର

ମୁମ୍ବାଇ : ରିଲାଏନ୍ସ ରିଟେଲର ଜିଓମାର୍ଟ, ଭାରତର ଅଗ୍ରଣୀ ଇ-ମାର୍କେଟପେ୍ଲସ, ଆଜି ଆଗାମୀ ପାର୍ବଣଋତୁ ପାଇଁ ମାସ ବ୍ୟାପୀ ପାର୍ବଣ ଉତ୍ସବର ଘୋଷଣା କରିଛି । ଏହି ପାର୍ବଣଋତୁ ବିକ୍ରୟ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେଉଛି ଓ ଏହା ଅକ୍ଟୋବର ୨୩, ୨୦୨୨ ପର୍ୟ୍ୟନ୍ତ ଚାଲୁ ରହିବ । ଏହି ସମୟରେ ଜିଓମାର୍ଟ ଦୁଇଟି ସେଲର ଆୟୋଜନ କରୁଛି: ‘ତ୍ୟୋହାର ରେଡି ସେଲ୍’ ‘ବେଷ୍ଟିଭାଲ ସେଲ୍’ ।

ଗ୍ରାହକମାନେ ଜିଓମାର୍ଟରେ ଗ୍ରୋସରି ସହିତ ଇଲେକ୍ଟ୍ରୋନିକ୍ସ, ହୋମ୍ ଓ କିଚେନ୍, ଫେସନ ଓ ଲାଇଫଷ୍ଟାଇଲ୍, ସୌନ୍ଦର୍ୟ୍ୟ, ଏଫଏମସିଜି ଓ କୁମର ଡ୍ୟୁରେବଲ୍ସ ଉପରେ ୮୦% ପର୍ୟ୍ୟ” ସଂଚୟ କରି ।ରିବେ । ଜିଓମାର୍ଟ ଏହାର ସମସ୍ତ ଗ୍ରାହକମାନଙ୍କ ପାଇଁ ୱାନ-ଷ୍ଟପ୍ ଦୋକାନରେ ପରିଣତ ହୋଇଛି । ଏଠାରୁ ଆପଣ ଦୀପାବଳିଠାରୁ ଆରମ୍ଭ କରି ଖାଦ୍ୟ ଏବଂ ଫେସନର ସମସ୍ତ ସାମଗ୍ରୀ ଗୋଟିଏ ସ୍ଥାନରେ ପାଇପାରିବେ । ଏହି ମାସ ବ୍ୟାପିଂ ସପିଂ ଉତ୍ସବ ସମୟରେ ଜିଓମାର୍ଟ ଏହାର ଗ୍ରାହକମାନଙ୍କୁ ଏସବିଆଇ (ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ) ଡେବିଟ୍ କାର୍ଡ଼ରେ ଅତିରିକ୍ତ ଅଫର ପ୍ରଦାନ କରୁଛି ।

ଗ୍ରାହକମାନେ ଏହି ଆପରେ ଲିମିଟେଡ୍ ଅବଧିର ‘ଫ୍ଲାସଡିଲ୍’ର ସୁବିଧା ମଧ୍ୟ ପାଇପାରିବେ । ଆକର୍ଷଣୀୟ ଡିଲ୍କୁମରଡ୍ୟୁରେବଲ୍ ଓ ଇଲେକ୍ଟ୍ରୋନିକ୍ସ ଉପକରଣ ଯଥା ଲାପଟପ୍, ସ୍ମାର୍ଟ ୱାଚ, ସ୍ମାର୍ଟଏଚଡିଟିଭି, ସ୍ମାର୍ଟଫୋନ୍, ମୋବାଇଲ୍ ଆକ୍ସେସୋରିଜ୍ ଇତ୍ୟାଦିରେ ଉପଲବ୍ଧ ହୋଇପାରିବ ।ଏହା ସହିତ ବ୍ରାଣ୍ଡେଡ୍ ଉତ୍ପାଦ ଓ ରିଲାଏନ୍ସ ରିଟେଲର ନିଜସ୍ୱବ୍ରାଣ୍ଡ ଯଥା ରିଲାଏନ୍ସ ଡିଜିଟାଲ୍, ରିଲାଏନସ ଟ୍ରେଣ୍ଡରେ ଅତିରିକ୍ତ ଅଫରର ସୁବିଧା ମଧ୍ୟ ରହିଛି ।

Get real time updates directly on you device, subscribe now.