fbpx

Police ବିଭାଗରେ ବାହାରିଲା ୩୪୮୪ ପଦବୀ ପାଇଁ ନିଯୁକ୍ତି ସୁଯୋଗ ,ଶୀଘ୍ର କରନ୍ତୁ ଆବେଦନ

ପୋଲିସ ବିଭାଗରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଏଥିପାଇଁ କର୍ଣ୍ଣାଟକ ରାଜ୍ୟ ପୋଲିସ ସଶସ୍ତ୍ର ପୋଲିସ କନଷ୍ଟେବଳ (CAR / DAR) ପଦବୀ ପୂରଣ ପାଇଁ ଆବେଦନ କରିଛି। ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ksp.karnataka.gov.in ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ଅକ୍ଟୋବର ଅଟେ। ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ ରେ https://ksp.karnataka.gov.in/ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ । ଏହା ସହ ଆପଣ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଯାଞ୍ଚ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୩୪୮୪ ଟି ପଦବୀ ପୂରଣ ହେବ। ଅନଲାଇନ୍ ମାଧ୍ୟମରେ ଆବେଦନ କରିବାର ତାରିଖ ୧୯ ସେପ୍ଟେମ୍ବର ୨୦୨୨ ରଖା ଯାଇଛି । ଏବଂ ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ ୩୧ ଅକ୍ଟୋବର ୨୦୨୨ ରହିଛି ।

ଏହି ନିଯୁକ୍ତିରେ ମୋଟ ପୋଷ୍ଟଗୁଡିକରସଂଖ୍ୟା ୩୪୮୪ ରହିଛି ।

ଏହି ପଦ ପାଇଁ ଯୋଗ୍ୟତା ମାନଦଣ୍ଡ: ପ୍ରାର୍ଥୀମାନେ SSLC / ଦଶମ ଶ୍ରେଣୀ କିମ୍ବା କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଉଚିତ୍ ।

ବୟସ ସୀମା:ଏହି ପୋଷ୍ଟ ପାଇଁ ସର୍ବନିମ୍ନ ବୟସ ସୀମା: ୧୮ ବର୍ଷ ରହିଛି ।

SC, ST, OBCପାଇଁ ଉଚ୍ଚ ବୟସ ସୀମା: ୨୭ ବର୍ଷ ।
କର୍ଣ୍ଣାଟକ ଆଦିବାସୀ ପାଇଁ ସର୍ବାଧିକ ବୟସ ସୀମା: ୩୦ ବର୍ଷ ରଖା ଯାଇଛି ।

କେତେ ମିଳିବ ଦରମା:ପ୍ରାର୍ଥୀମାନେ ଏଥିରେ ୨୩ହଜାର ରୁ ଆରମ୍ଭ କରି ୪୭ହଜାର ପର୍ଯ୍ୟନ୍ତ ପାଇପାରିବେ ।

Get real time updates directly on you device, subscribe now.