fbpx

ଜେଏସଡ଼ବ୍ଲୁ ଷ୍ଟିଲର ତ୍ରୈମାସିକ ରିପୋର୍ଟ ପ୍ରକାଶିତ

ଭୁବନେଶ୍ୱର, ୨୪ା୧(ଓଡ଼ିଶା ଭାସ୍କର): ଜେଏସଡ଼ବ୍ଲୁ ଇସ୍ପାତ କମ୍ପାନିର ତୃତୀୟ ତ୍ରିମାସର ରିପୋର୍ଟ ପ୍ରକାଶ ପାଇଛି । ଦ୍ୱିତୀୟ ତ୍ରିମାସ ତୁଳନାରେ ଇସ୍ପାତ ଉତ୍ପାଦନ ୫% ବୃଦ୍ଧି ପାଇଛି । ଗତବର୍ଷ ତୁଳନାରେ କମ୍ପାନିର ନିଟ୍ ଲାଭ ୮୮% କମିଥିବା ସୂଚନା ମିଳିଛି । ଗତବର୍ଷର ଲାଭ ଥିଲା ୧୬୦୩ କୋଟି । ଏଥର ଲାଭ ୧୮୭ କୋଟି ହୋଇଥିବା ଜଣାପଡ଼ିଛି । ଆମେରିକା ଓ ଇଟାଲୀ କାରଖାନାରେ କ୍ଷତି ଯୋଗୁଁ ଲାଭ କମିଛି । ଏହାସହ ଡଲଭି କାରଖାନାର ସଂପ୍ରସାରଣ ବର୍ଷେ ବିଳମ୍ବିତ ହେବା ଆଶଙ୍କା ରହିଛି ।

Get real time updates directly on you device, subscribe now.