fbpx

ଏଣିକି ସ୍କୁଲକୁ ମିଳିବ ଖଣିଜ ପାଣ୍ଠି

ଭୁବନେଶ୍ୱର,୨୪ ।୧(ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିରୁ ସବୁ ସ୍କୁଲକୁ ଏଣିକି ସହାୟତା ମିଳିବ । ପାଣ୍ଠି ଅର୍ଥରେ ସ୍କୁଲର ବିଦ୍ୟୁତକରଣ ଓ ପାନୀୟ ଜଳ ବ୍ୟବସ୍ଥା ହେବ । ଏହା ସହ ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ ମଧ୍ୟ ଖଣିଜ ପାଣ୍ଠିରୁ କରାଯିବ । ଏନେଇ ଆଜି ଘୋଷଣା କରିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ତେବେ ମନ୍ତ୍ରୀ ପ୍ରଫୁଲ୍ଲ ଏବେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି ।

Get real time updates directly on you device, subscribe now.