fbpx

NIT ନିଯୁକ୍ତି ବିଜ୍ଞପ୍ତି: ଜୁନିୟର ଆସିଷ୍ଟାଣ୍ଟ, ଅଫିସ୍ ଆଟେଣ୍ଡାଣ୍ଟ, ଷ୍ଟେନୋ, ଇଞ୍ଜିନିୟର ପଦବୀ ଖାଲି

Advertisement

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ଏକ ବଡ଼ ଖୁସି ଖବର । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏନଆଇଟି), ଜଳନ୍ଧର ପକ୍ଷରୁ ଏହି ନିଯୁକ୍ତି ସୁଯୋଗ ଆସିଛି । ମୋଟ ୧୦୫ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଟେକ୍ନିକାଲ ଆସିଷ୍ଟାଣ୍ଟ, ଏସଏଏସ ଆସିଷ୍ଟାଣ୍ଟ, ଜୁନିୟର ଇଞ୍ଜିନିୟର, ସିନିଅର ଷ୍ଟେନୋଗ୍ରାଫର, ଷ୍ଟେନୋଗ୍ରାଫର, ସିନିୟର ଆସିଷ୍ଟାଣ୍ଟ, ସିନିୟର ଟେକ୍ନିସିଆନ, ଟେକ୍ନିସିଆନ, ଜୁନିୟର ଆସିଷ୍ଟାଣ୍ଟ, ଅଫିସ ଆଟେଣ୍ଡାଣ୍ଟ ଆଦି ୯ ପ୍ରକାର ଚାକିରିରେ ନିଯୁକ୍ତି ଦିଆଯିବ ।

ପ୍ରାର୍ଥୀମାନେ ନିଯୁକ୍ତି ସମ୍ବନ୍ଧୀୟ ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା, ଅଭିଜ୍ଞତା, ଦରମା ଆଦି ବିଷୟରେ ଜାଣିବା ପାଇଁ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ଜାଣି ପାରିବେ । ପ୍ରାର୍ଥୀମାନେ ଆସନ୍ତା ମାସ ୧ ତାରିଖ ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ । ୟୁଆର / ଓବିସି (ଏନସିଏଲ) / ଇଡବ୍ଲ୍ୟୁଏସ ପ୍ରାର୍ଥୀମାନେ ମୋଟ ୧୦୦ ଟଙ୍କା ଓ ଏସସି / ଏସଟି / ପିଡବ୍ଲ୍ୟୁଡି / ମହିଳା ପ୍ରାର୍ଥୀମାନେ ୫୦୦ ଟଙ୍କା ଆବେଦନ ଫିସ୍ ଜମା କରିବେ ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/02/Notification-NIT-Jalandhar-Non-Teaching-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.nitj.ac.in/

Get real time updates directly on you device, subscribe now.