fbpx
BJD SKY
BJD SKY

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

BJD

ସୁନ୍ଦରଗଡ,୨୭ ।୧୧(ଓଡିଶା ଭାସ୍କର): ସୁନ୍ଦରଗଡରେ ଭିଜିଲାନ୍ସ ଜାଲରେ ଫସିଲେ ୱେସକୋ ଯନ୍ତ୍ରୀ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଧରାପଡିଛନ୍ତି କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ନେଉଥିବା ବେଳେ ୱେସକୋର ସବଡେଗା ସେକସନର କନିଷ୍ଠ ଯନ୍ତ୍ରୀ ଯଶୋବନ୍ତ ଦେଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଟାଙ୍ଗର ଗାଁରେ ଟ୍ରାନ୍ସଫର୍ମ ଲଗାଇବା ପାଇଁ ଯଶୋବନ୍ତ ଲାଞ୍ଚ ନେଉଥିବା ଜଣାପଡିଛି ।

Get real time updates directly on you device, subscribe now.