fbpx

ବିଶ୍ୱକପ୍ ହକି: ସେମିରେ ପରାସ୍ତ ହେଲା ଭାରତ

ଭୁବନେଶ୍ୱର: ଜୁନିୟର ପୁରୁଷ ହକି ବିଶ୍ୱକପ୍ ର ସେମିଫାଇନାଲରେ ଭାରତ ଜର୍ମାନୀଠାରୁ ୪-୨ ଗୋଲରେ ହାରିଲା ଭାରତ । ରବିବାର ସ୍ପେନ୍ ସହ ସ୍ଥାନ ନିର୍ଣ୍ଣାୟକ ମ୍ୟାଚ ଖେଳିବ ଭାରତ । ଶୁକ୍ରବାର ଫ୍ରାନ୍ସକୁ ୧-୩ ଗୋଲ୍ ରେ ହରାଇ ଫାଇନାଲକୁ ଯାଇଛି ଆର୍ଜେଣ୍ଟିନା । ରବିବାର ଜର୍ମାନୀ ଓ ଆର୍ଜେଣ୍ଟିନା ମଧ୍ୟରେ ହେବ ବିଶ୍ୱକପ୍ ହକିର ଫାଇନାଲ ମାଚ୍ ।

Get real time updates directly on you device, subscribe now.