fbpx

ଜୁନିୟର ହକି ବିଶ୍ୱକପ୍: ଫାଇନାଲରେ ଆର୍ଜେଣ୍ଟିନା

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା । ସେମିରେ ଫ୍ରାନ୍ସକୁ ହରାଇ ଫାଇନାଲକୁ ଗଲା ଆର୍ଜେଣ୍ଟିନା । ଫ୍ରାନ୍ସକୁ ୩-୧ ପେନାଲ୍ଟି ସୁଟଆଉଟରେ ହରାଇଲା ଆର୍ଜେଣ୍ଟିନା । ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ ।

ସେପଟେ ଆଉ କିଛି ସମୟ ମଧ୍ୟରେ ଭାରତ ଓ ଜର୍ମାନୀ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଯେଉଁଦଳ ଜିତିବ ରବିବାର ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ ।

Get real time updates directly on you device, subscribe now.