fbpx

ଓଡିଶାରେ ପହଞ୍ଚିଲେ ଜଷ୍ଟିସ୍ ମହମ୍ମଦ ରଫିକ୍

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ଓଡିଶାରେ ପହଞ୍ଚିଛନ୍ତି ଜଷ୍ଟିସ୍ ମହମ୍ମଦ ରଫିକ୍ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଆସନ୍ତାକାଲି ଶପଥ ନେବେ । ଭୁବନେଶ୍ୱର ବିମାନବନ୍ଦରରେ ଜଷ୍ଟିସ୍ ରଫିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ ପୂର୍ବରୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କର ଓଡିଶା ହାଇକୋର୍ଟକୁ ବଦଳି ହୋଇଛି ।

Get real time updates directly on you device, subscribe now.