fbpx

ଫେରସ୍ତ ହେବନାହିଁ କାଳିଆ ଟଙ୍କା

ଭୁବନେଶ୍ୱର,୯ ।୮(ଓଡିଶା ଭାସ୍କର): ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ କାଳିଆ ଟଙ୍କା ଫେରାଇ ନେବା ଉପରେ କଟକଣା ଲାଗିଲା । ବର୍ତ୍ତମାନ ପାଇଁ ଟଙ୍କା ଫେରାଇ ନନେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶାନାମା ଦିଆଯାଇଛି । ଏନେଇ ସବୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଚିଠି ଲେଖିଛି କୃଷି ବିଭାଗ । କାଳିଆ ଟଙ୍କା ଫେରାଇବା ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । କରୋନା ପରିସ୍ଥିତି ଓ ଖରିଫ ଫସଲକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.