fbpx

(video) କୁକୁର ଖାଇଲା ଚାପୁଡା ଉପରେ ଚାପୁଡା , ଭିଡିଓ ଦେଖିଲେ ହସ ବନ୍ଦ ହେବନି

Advertisement

ଭୁବନେଶ୍ୱର : ସୋସିଆଲ ମିଡିଆରେ ପଶୁମାନଙ୍କ ମଧ୍ୟରେ ଝଗଡା କରିବାର ଭିଡିଓ ନିଶ୍ଚୟ ଦେଖିଥିବେ । ବେଳେବେଳେ ସେମାନଙ୍କ ଝଗଡା ଏତେ ଭୟଙ୍କର ହୁଏ ଯେ, ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ମରିଯାଏ । କିନ୍ତୁ ବେଳେବେଳେ ପଶୁମାନଙ୍କର ଏଭଳି କିଛି ଭିଡିଓ ସାମ୍ନାକୁ ଆସେ ଯେ ହସିବା ବନ୍ଦ କରିବା କଷ୍ଟକର ହୋଇଯାଏ । ବର୍ତ୍ତମାନ ଏପରି ଏକ ମଜାଦାର ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ହସ ବନ୍ଦ ହେବ ନାହିଁ ।

 

View this post on Instagram

 

A post shared by Animal Power (@animals_powers)

ଭିଡିଓଟି ହେଉଛି କଙ୍ଗାରୁ ଏବଂ କୁକୁର ମଧ୍ୟର ଲଢେଇ । ଘଟଣାଟି ହେଉଚି କଙ୍ଗାରୁ ନଦୀ କୂଳରେ ପାଣି ପିଉଥିବା ବେଳେ କୁକୁର ସେଠାରେ ପହଞ୍ଚି ତାକୁ ଆକ୍ରମଣ କରିବା ଆରମ୍ଭ କରୁଛି । ଅସୁରକ୍ଷିତ ମଣି କଙ୍ଗାରୁ ନଦୀ ଭିତରକୁ ଡେଇଁଲେ ଏବଂ ଠିଆ ହୋଇ କୁକୁରକୁ ଚାପୁଡା ଉପରେ ଚାପୁଡା ମାରି ପାଣିରୁ ଭଗାଉଥିବା ଦେଖିବାକୁ ମିଳିଛି ।
ମାଡ ଖାଇଲା ପରେ ବି କୁକୁରଟି ବାରମ୍ବାର ପାଣି ଭିତରକୁ ଆସୁଛି ଏବଂ କଙ୍ଗାରୁ ତାକୁ ଭଗେଇ ଦେଉଛି । କଙ୍ଗାରୁ ଅନେକ ଥର କୁକୁରକୁ ଚାପୁଡ଼ା ମିଳିଥିଲା, ପରେ କୁକୁରଟି ଫେରି ଯିବା ଠିକ୍ ଭାବିଲା ।

Get real time updates directly on you device, subscribe now.