fbpx

କରୋନା ପାଇଁ ଜାରି ହେଲା କଣ୍ଟ୍ରୋଲରୁମ ନମ୍ବର

ଭୁବନେଶ୍ୱର, ୨ା୨(ଓଡ଼ିଶା ଭାସ୍କର): କରୋନା ପାଇଁ ଚାରିଆଡ଼େ ଲୋକମାନେ ଭୟଭୀତ ହୋଇ ରହିଛନ୍ତି । ଚାଇନାରେ ୩୦୦ରୁ ଉଦ୍ଧ୍ୱର୍ ଲୋକ ଏଥି ପାଇଁ ପ୍ରାଣ ହରେଇଲେଣି । ଏହାରି ମଧ୍ୟରେ କରୋନା ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟ୍ରୋଲରୁମ ନମ୍ବର ଜାରି ହୋଇଛି । କଣ୍ଟ୍ରୋଲ ରୁମ ନମ୍ବର ହେଉଛି ୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭, ୯୪୩୯୯୯୧୨୨୧/୯୪୩୭୦୪୦୫୬୪ । କରୋନା ଭାଇରସ ନେଇ କିଛି ସୂଚନା ଥିଲେ ଏହି ନମ୍ବରରେ କଲ କରି ଜଣାଇପାରିବେ । ଏନେଇ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.