fbpx
BJD
BJD SKY
BJD SKY

CWG 2022: କେବେ ରହିଛି ଭାରତର ମ୍ୟାଚ? ଜାଣନ୍ତୁ ସମ୍ପୂର୍ଣ୍ଣ Schedule…

BJD

ନୂଆଦିଲ୍ଲୀ: ମାତ୍ର କେଇଟା ଘଣ୍ଟା ପରେ ଆରମ୍ଭ ହେବାକୁ ଯାଉଛି କମନୱେଲଥ ଗେମ । ଆସନ୍ତାକାଲିଠୁ ବର୍ମିଂହାମ ସହରରେ ଅନୁଷ୍ଠିତ ହେବ ଏହି ବିଶ୍ୱସ୍ତରୀୟ କ୍ରୀଡା ପ୍ରତିଯୋଗିତା । ତେବେ ଏହି ପ୍ରତିଯୋଗିତା ପାଇଁ ଭାରତର ମୋଟ ୨୧୫ ଜଣ ଖେଳାଳି ଭାଗ ନେବାକୁ ଯାଉଛନ୍ତି । ତେବେ ଷ୍ଟାର ଜାଭଲିନ ପ୍ଲେୟର ନୀରଜ ଚୋପ୍ରା ଚଳିତବର୍ଷ ଗେମରୁ ଓହରି ଯାଇଛନ୍ତି । ଆହତ କାରଣରୁ ନିଜକୁ ଦୂରେଇ ରଖିଛନ୍ତି ନୀରଜ । ଏହା ପରେ ମଧ୍ୟ ଭାରତର ଫ୍ୟାନ୍ସମାନେ ଅପେକ୍ଷା କରି ରହିଛନ୍ତି ନିଜ ଷ୍ଟାର ଖେଳାଳିମାନଙ୍କୁ ଚିଅର କରିବା ପାଇଁ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ରହିଛି ଭାରତର ମ୍ୟାଚ ।

ଆଥଲେଟିକ୍ସ:
୩୦ ଜୁଲାଇ
ନିତେନ୍ଦ୍ର ରାୱତ
ମାରାଥନ୍

ଅଗଷ୍ଟ ୨
ଅବିନାଶ ସାବଲେ
୩୦୦୦ ମି, ଷ୍ଟେପ୍ଲେଜ୍

ଲମ୍ଫ:
ମୁର୍ଲି ଶ୍ରୀଶଙ୍କର
ମହମ୍ମଦ ଅନାସ ୟାହିଆ

ଜ୍ୟୋତି ୟାରାଜୀ
୧୦୦ ମିଟର ବାଧା (ମହିଳା)

ମନପ୍ରୀତ କୌର, ଶଟଫୁଟ (ମହିଳା)

ନବଜିତ୍ କୌର ଧିଲନ୍, ଡିସ୍କସ୍ ଥ୍ରୋ (ମହିଳା)

୫ ଅଗଷ୍ଟ

ଅବଦୁଲ୍ଲା ଆବୁବାକର, ପ୍ରବୀଣ ଚିତ୍ରାଭେଲ ଏବଂ ଆଲଡୋସ ପାଲ (ଟ୍ରିପଲ ଜମ୍ପ, ପୁରୁଷ)
ଡିପି ମନୁ ଏବଂ ରୋହିତ ଯାଦବ, ଜାଭେଲିନ୍ ଥ୍ରୋ (ପୁରୁଷ)
ସନ୍ଦୀପ କୁମାର ଏବଂ ଅମିତ ଖାଟ୍ରି, ୧୦ କିମି, ରନ୍ ୱାକ (ପୁରୁଷ)

ଅନସି ସୋଜନ, ଲଙ୍ଗ ଜମ୍ପ (ମହିଳା)
ମଞ୍ଜୁ ବାଲା ସିଂ ଏବଂ ସରିତା ରୋମିତ ସିଂ, ହାମର ଥ୍ରୋ (ମହିଳା)

୬ ଅଗଷ୍ଟ

ଆମୋଜ ଜାକବ, ନେହା ନିର୍ମଲ ଟମ, ଆରୋକିଆ ରାଜୀବ, ମହମ୍ମଦ ଅଜମଲ, ନାଗନାଥନ ପାଣ୍ଡି ଏବଂ ରାଜେଶ ରମେଶ, ୪ଢ୪୦୦ ମିଟର ରିଲେ (ପୁରୁଷ)

ଭବନା ଜାଟ ଏବଂ ପ୍ରିୟଙ୍କା ଗୋସ୍ୱାମୀ, ୧୦ କିଲୋମିଟର ରନ ୱା (ମହିଳା)

ହିମା ଦାସ, ଦୁତି ଚାନ୍ଦ, ସରବାନୀ ନନ୍ଦା, ଜିଲାନା ଏବଂ ଏନ.ଏସ ସିମି, ୪ଢ୧୦୦ ମିଟର ରିଲେ (ମହିଳା)

୩୦ ଜୁଲାଇ ୨୦୨୨

ବକ୍ସିଂ, (ପୁରୁଷ)

ଅମିତ ପଙ୍ଘଲ (୫୧ କିଲୋଗ୍ରାମ)
ମହମ୍ମଦ ହୁସାମୁଦ୍ଦିନ (୫୭ କିଲୋଗ୍ରାମ)
ଶିବ ଥାପା (୬୩.୫ କିଲୋଗ୍ରାମ)
ରୋହିତ ଟୋକସ୍ (୬୭ କିଲୋଗ୍ରାମ)
ସୁମିତ କୁଣ୍ଡୁ (୭୫ କିଲୋଗ୍ରାମ)
ଆଶିଷ ଚୌ ଧୁରୀ (୮୦ କିଲୋଗ୍ରାମ)
ସଞ୍ଜିତ କୁମାର (୯୨ କିଲୋଗ୍ରାମ)
ସାଗର ଅହଲାୱଟ (୯୨ + କେଜି)

ବକ୍ସିଂ, (ମହିଳା)

ନୀତୁ ଘାଣଘସ୍ (୪୮ କିଲୋଗ୍ରାମ)
ନିକହତ୍ ଜରିନ୍ (୫୦ କିଲୋଗ୍ରାମ)
ଜସ୍ମିନ୍ ଲମ୍ବୋରିଆ (୬୦ କିଲୋଗ୍ରାମ)
ଲଭଲିନା ବୋର୍ଗୋହେନ୍ (୭୦ କିଲୋଗ୍ରାମ)

ବ୍ୟାଡମିଣ୍ଟନ୍

୨୯ ଜୁଲାଇ

ଅଶ୍ୱିନୀ ପୋନ୍ନାପ୍ପା ଏବଂ ବି ସୁମିତ ରେଡ୍ଡି (ମିଶ୍ରିତ ଡବଲ୍)

ଅଗଷ୍ଟ ୩

ପିଭି ସିନ୍ଧୁ (ମହିଳା ଏକକ)
ଆକର୍ଶୀ କାଶ୍ୟପ (ମହିଳା ଏକକ)
କିଡାମ୍ବି ଶ୍ରୀକାନ୍ତ (ପୁରୁଷ ଏକକ)

୪ ଅଗଷ୍ଟ

ଟିସି ଜଲି (ମହିଳା ଡବଲ୍ସ)
ଗାୟତ୍ରୀ ଗୋପୀଚାନ୍ଦ (ମହିଳା ଡବଲ୍ସ)

ସାତ୍ୱୀସାଇରାଜ ରଙ୍କିରେଡ୍ଡୀ (ପୁରୁଷ ଡବଲ୍ସ)
ଚିରାଗ ଶେଟ୍ଟୀ (ପୁରୁଷ ଡବଲ୍ସ)

ମହିଳା କ୍ରିକେଟ୍

ଜୁଲାଇ ୨୯, ଭାରତ ବନାମ ଅଷ୍ଟ୍ରେଲିଆ, ରାତି ୪.୩୦
ଜୁଲାଇ ୩୧, ଭାରତ ବନାମ ପାକିସ୍ତାନ, ରାତି ୪.୩୦
ଅଗଷ୍ଟ ୩, ଭାରତ ବନାମ ବାରବାଡୋସ୍, ରାତି ୧୧.୩୦

ହକି

ପୁରୁଷ

ଜୁଲାଇ ୩୧ – ଭାରତ ବନାମ ଘାନା
ଅଗଷ୍ଟ ୧ – ଭାରତ ବନାମ ଇଂଲଣ୍ଡ
ଅଗଷ୍ଟ ୩ – ଭାରତ ବନାମ କାନାଡା
ଅଗଷ୍ଟ ୪ – ଭାରତ ବନାମ ୱେଲ୍ସ

ମହିଳା

୨୯ ଜୁଲାଇ – ଭାରତ ବନାମ ଘାନା
୩୦ ଜୁଲାଇ – ଭାରତ ବନାମ ଇଂଲଣ୍ଡ
ଅଗଷ୍ଟ ୨ – ଭାରତ ବନାମ କାନାଡା
ଅଗଷ୍ଟ ୩ – ଭାରତ ବନାମ ୱେଲ୍ସ

ଟେବୁଲ୍ ଟେନିସ୍

ପୁରୁଷ

ଜୁଲାଇ ୨୯ – ରାଉଣ୍ଡ ୧ ଏବଂ ୨ ମ୍ୟାଚ୍
ଜୁଲାଇ ୩୦ – ରାଉଣ୍ଡ ୩ ମ୍ୟାଚ୍
ଜୁଲାଇ ୩୧ – କ୍ୱାର୍ଟର ଫାଇନାଲ ମ୍ୟାଚ୍
ଅଗଷ୍ଟ ୧ – ସେମିଫାଇନାଲ୍
ଅଗଷ୍ଟ ୨ – ଫାଇନାଲ୍

ମହିଳା

ଜୁଲାଇ ୨୯ – ରାଉଣ୍ଡ ୧ ଏବଂ ୨ ମ୍ୟାଚ୍
ଜୁଲାଇ ୩୦ – ରାଉଣ୍ଡ ୩ ମ୍ୟାଚ୍
ଜୁଲାଇ ୩୦ – କ୍ୱାର୍ଟର ଫାଇନାଲ ମ୍ୟାଚ୍
ଜୁଲାଇ ୩୧ – ସେମି ଫାଇନାଲ୍
ଅଗଷ୍ଟ ୧ – ଫାଇନାଲ୍

ଭାର ଉତ୍ତୋଳନ

୩୦ ଜୁଲାଇ

ମିରବାଇ ଚାନୁ (୫୫ କିଲୋଗ୍ରାମ) ମହିଳା
ସଙ୍କେତ ମହାଦେବ ଏବଂ ଋ ଷିକାନ୍ତ ସିଂ (୫୫ କିଲୋଗ୍ରାମ) ପୁରୁଷ

୩୧ ଜୁଲାଇ

ବିନ୍ଦ୍ୟାରାଣୀ ଦେବୀ (୫୯ କିଲୋଗ୍ରାମ) ମହିଳା
ଜେରେମି ଲାଲ୍ରିନ୍ନୁଙ୍ଗା (୬୭ କିଲୋଗ୍ରାମ) ପୁରୁଷ
ଅଚିନ୍ତା ଶୁଲି (୭୩ କିଲୋଗ୍ରାମ) ପୁରୁଷ

ଅଗଷ୍ଟ ୧

ପପି ହାଜାରିକା (୬୪ କିଲୋଗ୍ରାମ) ମହିଳା
ଅଜୟ ସିଂ (୮୧ କିଲୋଗ୍ରାମ) ପୁରୁଷ

ଅଗଷ୍ଟ ୨

ଉଷା କୁମାରୀ (୭୮ କିଲୋଗ୍ରାମ) ମହିଳା
ପୂର୍ଣ୍ଣିମା ପାଣ୍ଡେ (୮୭ + କେଜି) ମହିଳା

ବିକାଶ ଠାକୁର, ଭ୍କେଟ ରାହୁଲ (୯୬ କିଲୋଗ୍ରାମ) ପୁରୁଷ

କୁସ୍ତି

ପୁରୁଷ

୫ ଅଗଷ୍ଟ

ବଜରଙ୍ଗ ପୁନିଆ (୬୫ କିଲୋଗ୍ରାମ)
ଦୀପକ ପୁନିଆ (୮୬ କିଲୋଗ୍ରାମ)
ମୋହିତ ଗ୍ରେୱାଲ (୧୨୫ କିଲୋଗ୍ରାମ)

ମହିଳା

ଅଠଶୁ ମଲିକ୍ (୫୭ କିଲୋଗ୍ରାମ)
ସାକ୍ଷୀ ମଲିକ୍ (୬୨ କିଲୋଗ୍ରାମ)
ଦିବ୍ୟା କାକରନ୍ (୬୮ କିଲୋଗ୍ରାମ)

୬ ଅଗଷ୍ଟ ପୁରୁଷ

ରବି ଦହିୟା (୫୭ କିଲୋଗ୍ରାମ)
ନବୀନ (୭୪ କିଲୋଗ୍ରାମ)
ଦୀପକ (୯୭ କିଲୋଗ୍ରାମ)

ମହିଳା

ପୂଜା ଗେହଲଟ୍ (୫୦ କିଲୋଗ୍ରାମ)
ଭିନେଶ ଫୋଗେଟ୍ (୫୩ କିଲୋଗ୍ରାମ)
ପୂଜା ସିହାଗ (୭୬ କିଲୋଗ୍ରାମ)

Get real time updates directly on you device, subscribe now.