fbpx
BSKY
BJD MC SKY
BJD YOUTH SKY

Eliminator-୧: ଟସ୍ ଜିତି କୋହଲିଙ୍କ ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲର ଚତୁର୍ଦ୍ଦଶ ସଂସ୍କରଣ ଏହାର ଅନ୍ତିମ ଚରଣରେ ପାଦ ଦେଇଛି । ପ୍ରଥମ ଦଳ ଭାବରେ ଚେନ୍ନାଇ ସୁପରକିଙ୍ଗସ ଫାଇନାଲରେ ପ୍ରବେଶ କରିଥିବା ବେଳେ ଏଲିମିନେଟର-୧ରେ ପରସ୍ପର ସମ୍ମୁଖୀନ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ ରାଇଡର୍ସ । ନାଇଟ ରାଇଡର୍ସ ବିପକ୍ଷ ମୁକାବିଲା ପାଇଁ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ।
କୋହଲି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ବେଳେ ଉଭୟ କେକେଆର ଏବଂ ଆରସିବି ଅପରିବର୍ତ୍ତିତ ଦଳ ସହ ପଡିଆକୁ ଓହ୍ଲାଇଛନ୍ତି । ଏହି ମ୍ୟାଚର ବିଜେତା କ୍ୱାଲିଫାୟର-୨ରେ ଦିଲ୍ଳୀ କ୍ୟାପିଟାଲ୍ସ ସହିତ ମୁକାବିଲା କରିବ ।

Get real time updates directly on you device, subscribe now.