fbpx

କୋଣାର୍କରେ ବାଲୁକା କଳା ମହୋତ୍ସବ ଉଦଘାଟିତ

ପୁରୀ,୧ା୧୨(ଓଡ଼ିଶା ଭାସ୍କର): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀ କୋଣାର୍କରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଉଦଘାଟିତ ହୋଇଛି । ଏହି ମହୋତ୍ସବର ଉଦଘାଟନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ମହୋତ୍ସବରେ ପ୍ରଦର୍ଶିତ ହେଉଛି ୧୨୧ଟି ବାଲୁକା କଳା । ୫ଦିନ ଧରି ଏହି ଆନ୍ତର୍ଜାତୀୟ ମହୋତ୍ସବ ଚାଲୁ ରହିବ । ଏହି ମହୋତ୍ସବରେ ୭ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.