fbpx

ଓଡିଶା ରଣଜୀ ଦଳ ଘୋଷିତ

ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): ୨୦୧୯-୨୦ ରଣଜୀ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ ହୋଇଛି । ୧୬ ଜଣିଆ ଦଳର ସେନାପତି ରହିବେ ଶୁଭ୍ରାଂଶୁ ସେନାପତି । ଏହି ମ୍ୟାଚରେ ବସନ୍ତ ମହାନ୍ତି, ବିପ୍ଲବ ସାମନ୍ତରାୟ ଓ ସୂର୍ଯ୍ୟକାନ୍ତ ପ୍ରଧାନ ସାମିଲ ହୋଇଛନ୍ତି । ତେବେ ଡିସେମ୍ବର ୯ରେ ଛତିଶଗଡ ବିପକ୍ଷରେ ଏଲିଟ୍ ଗ୍ରୁପ୍ ମ୍ୟାଚ ଖେଳିବାକୁ ଯାଉଛି ଓଡିଶା ।

Get real time updates directly on you device, subscribe now.