fbpx

କୋରାପୁଟ ଡିଇଓ ପ୍ରମୋଦଙ୍କୁ ଗିରଫ

କଟକ,୧୦ ।୧(ଓଡିଶା ଭାସ୍କର): କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ବା ଡିଇଓ ପ୍ରମୋଦ ପଣ୍ଡା ଆଜି କଟକରୁ ଗିରଫ ହୋଇଛନ୍ତି । କୋରାପୁଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଡିଇଓଙ୍କୁ ଗିରଫ କରିଛି । ତେବେ ଡିଇଓଙ୍କ ବାସଭବନରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା କରିଥିଲେ । ସୁଇସାଇଡ୍ ନୋଟରେ ଡିଇଓଙ୍କ ସମେତ ୮ ଜଣଙ୍କୁ ଦାୟୀ ସେ ମୃତ୍ୟୁ ପାଇଁ ଦାୟୀ କରିଥିଲେ । ଏହାକୁ ଭିତ୍ତି କରି ଆଜି ପୋଲିସ ଡିଇଓଙ୍କୁ ଗିରଫ କରିଛି । ପୂର୍ବରୁ ମାମଲାରେ ୨ ଜଣଙ୍କୁ ଗିରଫ କରିଥିଲା କୋରାପୁଟ ପୋଲିସ ।

Get real time updates directly on you device, subscribe now.