fbpx
BJD SKY
BJD SKY

ଅଭିନେତ୍ରୀ କ୍ରିତି ସାନନଙ୍କୁ କରୋନା

BJD

ମୁମ୍ବାଇ ୮/୧୨: ଦେଶରେ କରୋନା ଭାଇରସ  ର ପ୍ରକୋପ ବଢ଼ିବାରେ ଲାଗିଛି।ନିକଟରେ ଅନେକ ଅଭିନେତା ଓ ଅଭିନେତ୍ରୀ କରୋନା ରେ ଆକ୍ରାନ୍ତ ହୋଇଛନ୍ତି ଏବେ  ଅଭିନେତ୍ରୀ  କୃତି ସାନନ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି।  କ୍ରିତି ଚଣ୍ଡିଗଡ଼ରେ ନିଜର ଆଗାମୀ ଫିଲ୍ମର ସୁଟିଂ କରୁଥିଲେ। ଏବେ ସୁଦ୍ଧା କୃତି ନିଜେ ଏବିଷୟରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

Get real time updates directly on you device, subscribe now.