fbpx
BJD SKY
BJD SKY

କୃଷକ ଓଡିଶା ସେବାର ଶୁଭାରମ୍ଭ

BJD

ଭୁବନେଶ୍ୱର,୧୩/୧୧(ଓଡିଶା ଭାସ୍କର): କୃଷକ ଓଡିଶା ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ବିଭିନ୍ନ ଅନଲାଇନ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ୭୬ ଲକ୍ଷ ଚାଷୀ କୃଷକ ଡାଟାବେସ’ର ଅନ୍ତର୍ଭୁକ୍ତ ହେବ। ୭୬ ଲକ୍ଷ ଚାଷୀଙ୍କ ଡାଟାବେସ ରଖାଯିବାର ଉଦ୍ୟମ କରାଯିବ ବୋଲି ନବୀନ କହିଛନ୍ତି।
ତେବେ କରୋନା ସମୟରେ କୃଷି ହିଁ ଆମର ଅର୍ଥନୀତି ପାଇଁ ବଡ ଆଶା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Get real time updates directly on you device, subscribe now.