fbpx

ଭାରତକୁ ପଞ୍ଚମ ସ୍ଵର୍ଣ୍ଣ, କୃଷ୍ଣା ନଗର ବ୍ୟାଡମିଣ୍ଟନରେ ଜିତିଲେ ସୁନା

ନୂଆଦିଲ୍ଲୀ: ଭାରତକୁ ମିଳିଲା ପଞ୍ଚମ ସ୍ଵର୍ଣ୍ଣ ପଦକ । ଟୋକିଓ ପାରାଲିମ୍ପିକ୍ସରେ କୃଷ୍ଣା ନଗର ଆଣିଚନ୍ତି ପଞ୍ଚମ ସ୍ଵର୍ଣ୍ଣ । ବ୍ୟାଡମିଣ୍ଟନ ଏସଏଚ୍-୬ ବର୍ଗରେ କୃଷ୍ଣା ନଗର ଜିତିଛନ୍ତି ସୂର୍ଣ୍ଣ । ଫାଇନାଲରେ ହଂକଂର ମାନ କାଇ ଚୁ’ ଙ୍କୁ ହରାଇଛନ୍ତି । କାଇ ଚୁ’ ଙ୍କୁ ୨୧-୧୭, ୧୬-୨୧, ୧୭-୨୧ ରେ ହରାଇଛନ୍ତି କୃଷ୍ଣା ନଗର ।

Get real time updates directly on you device, subscribe now.