fbpx
BSKY
BJD MC SKY
BJD YOUTH SKY

କେବେ ଦେଖିଛନ୍ତି କି କୁୱେତର ଏପରି ମନଲୋଭା ଦୃଶ୍ୟ! ଦେଖିଲେ ବି ହେବନି ବିଶ୍ୱାସ

ଓଡ଼ିଶା ଭାସ୍କର: ଦୁନିଆରେ ସବୁଠାରୁ ଗରମ ସ୍ଥାନ ଭିତରେ କୁୱେତ ହେଉଛି ଅନ୍ୟତମ । ତେବେ ଏଠାରେ ଆଜିକାଲି କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି । କୁୱେତ ସହର ଆକାଶରେ ବାଦଲ ଘେରି ହୋଇ ଏକ ଭିନ୍ନ ପ୍ରକାରର ଦୃଶ୍ୟ ତିଆରି କରୁଛନ୍ତି । ତେବେ ଏହି ଦୃଶ୍ୟ ବେଶ ମନୋରମ ଏବଂ ମନଲୋଭା ମଧ୍ୟ । ଏହି ବାଦଲ ମଧ୍ୟ କୁୱେତ ସହରର ୩ ପ୍ରସିଦ୍ଧ ଟାୱାରର ଦୃଶ୍ୟ ମଧ୍ୟ ବେଶ ସୁନ୍ଦର ଲାଗୁଛି ।

सिर्फ 2 टावर आ रहे हैं नजर

ଆରବିଆନ ଗୋଲ୍ଫ ରୋଡ଼ରେ ଥିବା ଏହି ଟାୱାର ସମୂହ ଏଠାକାର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ । ତେବେ ଏହି ଟାୱାରକୁଡ଼ିକ ବାଦଲରେ ଘେରି ହୋଇ ରହିଥିବା କାରଣରୁ ବର୍ତ୍ତମାନ ଏହା କୁୱେତ ସହରରେଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଆକାଶ ମାର୍ଗରୁ ଏହି ଦୃଶ୍ୟ ଦେଖିବାକୁ ବେଶ ମନୋରମ ଲାଗୁଛି । ଏହା ବର୍ତ୍ତମାନ ଅନେକ ପର୍ଯ୍ୟଟକଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ପାଲଟିଛି ।

Get real time updates directly on you device, subscribe now.