କରେଣ୍ଟ ଲାଗି ଚାଲିଗଲା ଜୀବନ

କେନ୍ଦ୍ରାପଡା: କରେଣ୍ଟ ଲାଗି ଯୁବକଙ୍କ ମୃତ୍ୟୁ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାର ସଦର ଥାନା ନରିଲୋ ଗାଁରେ। ଟାଙ୍କି ସଫା କଲାବେଳେ ଯୁବକଙ୍କୁ ଲାଗିଥିଲା କରେଣ୍ଟ, ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି।

ଏଭଳି ଦୁର୍ଘଟଣା ପ୍ରାୟତଃ ସମୟରେ ଏବେ ଦେଖିବାକୁ ମିଳୁଛି। ଟିକିଏ ଟିକିଏ ଅସାବଧାନତା ଯୋଗୁଁ ମୂଲ୍ୟବାନ ଜୀବନ କେତେବେଳେ ଚାଲିଯାଉଛି ତାହା ଜଣାପଡ଼ୁନାହିଁ।