fbpx
BJD SKY
BJD SKY

୩ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

BJD

ଭୁବନେଶ୍ୱର,୨୩ ।୧୦,(ଓଡିଶା ଭାସ୍କର): ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସକ୍ରିୟ ରହିଛି ଅବପାତ । ଏହା ପ୍ରଭାବରେ ଉତ୍ତର-ଓଡିଶା ଉପକୂଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୩ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହି ୩ ଟି ଜିଲ୍ଲା ହେଉଛି ମୟୂରଭଞ୍ଜ, ଢେଙ୍କାନାଳ ଓ କେନ୍ଦୁଝର ।
ତେବେ ମଧ୍ୟାହ୍ନରେ ବାଂଲାଦେଶର ସୁନ୍ଦରବଣ ଅଞ୍ଚଳ ଅତିକ୍ରମ କରିପାରେ ଏହି ଅବପାତ ।

Get real time updates directly on you device, subscribe now.