fbpx

ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ୍ କରିଡର

ଭୁବନେଶ୍ୱର,୨୩ ।୧୦,(ଓଡିଶା ଭାସ୍କର):ଭୁବନେଶ୍ୱରରୁ ହାଇଦ୍ରାବାଦ ଯାଉଛନ୍ତି କରୋନା ରୋଗୀ । ଏୟାର ଆମ୍ବୁଲାନ୍ସରେ ରୋଗୀଙ୍କୁ ହାଇଦ୍ରାବାଦ ନିଆଯାଉଛି । ଏନେଇ ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ କରିଡର କରାଯାଇଛି । ତେବେ ହାଇଦ୍ରାବାଦରେ କୃତ୍ରିମ ଫୁସଫୁସ ପ୍ରତିରୋପଣ ହେବ ବୋଲି ସୂଚନା ମିଳିଛି ।

ତେବେ କୋଭିଡରୁ ପୁରୀର ଅଭୟ ଜେନା ସୁସ୍ଥ ହୋଇଥିଲେ । ହାଇଦ୍ରାବାଦର କିମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ । ୫ ଜଣିଆ ଡାକ୍ତରୀ ଟିମ୍ ଏହି ପ୍ରତିରୋପଣ କାର୍ଯ୍ୟ କରିବେ ।

Get real time updates directly on you device, subscribe now.