ଭୁବନେଶ୍ୱର,୪/୫(ଓଡିଶା ଭାସ୍କର): ଏଣିକି ସବୁ ଜୋନର ସନ୍ଧ୍ୟା ୭ରୁ ସକାଳ ୭ ସବୁ ବନ୍ଦ ରହିିିବ। ରାଜ୍ୟର ସମସ୍ତ ୩ଟି ଜୋନରେ ବନ୍ଦ ରହିବ ସମସ୍ତ ଚଳପ୍ରଚଳ। ଲୋକେ ଘରୁ ନବାହାରିବା ଉପରେ କଟକଣା ଲାଗିଛି । କେବଳ ଜରୁୁୁରୀ ସେବା ଛଡା ଅନ୍ୟ ସମସ୍ତ ଉପରେ କଡା କଟକଣା ଲଗାଯାଇଛି । ଏହି ନିୟମ ମେ ୧୭ ଯାଏଁ ବଳବତ୍ତର ରହିବ ବୋଲି ପୋଲିସ କମିିିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।
As per lockdown condition effective from today, in all zones & across India, movement out of house is not permitted from 7 PM to 7 AM except for essential purposes.
All are requested to stay home during this time.
All emergency workers & goods are exempt from this restriction.— Dr Sudhanshu Sarangi (@SarangiSudhansu) May 4, 2020