fbpx

ବାଇକରେ ଆସି ଛୋଟପିଲାକୁ ଝାମ୍ପିନେଲା ମାଙ୍କଡ, ଦେଖନ୍ତୁ ଭିଡିଓ

ସବୁଆଡେ ଲକ୍-ଡାଉନ୍ ଚାଲିଥିବା ବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୋଟିଏ ମାଙ୍କଡ ବାଇକରେ ଆସି ଗଳିରେ ଖେଳୁଥିବା ଏକ ଛୋଟପିଲାକୁ ଝାମ୍ପିନେଇଥିଲା । କିଛି ଦୂରତା ପର୍ଯ୍ୟନ୍ତ ଝାମ୍ପିନେବା ପରେ ଲୋକମାନେ ପାଟି କରିବାକୁ ପିଲାକୁ ଛାଡି ମାଙ୍କଡଟି ପଳାଇଥିଲା । ଆପଣଙ୍କୁ କଥାଟି ମିଛ ଲାଗୁଥିଲେ ଏହି ଭିଡିଓଟିକୁ ଦେଖନ୍ତୁ..

ମାର୍କ ରେୟନ ନାମକ ଜଣେ ଟ୍ୱିଟର ୟୁଜର ଏହି ଭିଡିଓକୁ ସେୟାର କରିଛନ୍ତି । ଏଥିରେ ମାଙ୍କଡଟି ମୋଟରସାଇକେଲରେ ଆସି ପିଲାଟିକୁ ଖୋସାଡିନେବାକୁ ଚେଷ୍ଟା କରୁଛି । ଭିଡିଓଟିକୁ ପ୍ରାୟ ୪୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ।

Get real time updates directly on you device, subscribe now.