fbpx
BJD
BJD SKY
BJD SKY

ସୁନା ବ୍ୟବସାୟୀଙ୍କୁ ଗୁଳିମାଡ କରି ଲୁଟି ନେଲେ ସୁନାଗହଣା

BJD

କଟକ: ଚୌଦ୍ୱାରରେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ସୁନାଗହଣା ଲୁଟ୍ । ବେଉରା ସାହି ନିକଟ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଗୁଳିମାଡ଼ । ସୁନା ବ୍ୟବସାୟୀ ଜଣକ ଦୋକାନ ବନ୍ଦ କରି ଫେରିବା ବେଳେ ଗୁଳିମାଡ଼ । ଗୋଟିଏ ବାଇକରେ ଆସି ୩ ଜଣ ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । ବ୍ୟବସାୟୀଙ୍କ ଗୋଡ଼ରେ ଗୁଳି ବାଜଥିବାବେଳେ ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

 

Get real time updates directly on you device, subscribe now.