fbpx
BJD SKY
BJD SKY

ଦୋକାନକୁ ଆସିଲେ, ବେକରେ ଖଣ୍ଡା ଲଗାଇ ଲୁଟିନେଲେ: ଦେଖନ୍ତୁ ଭିଡିଓ…

BJD

ସମ୍ବଲପୁରରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧ । ପୁଣି ଏକ ଦୋକାନରେ ପଶି ଦୋକନୀଙ୍କ ବେକର ଖଣ୍ଡା ଲଗାଇ ଲୁଟିନେଲେ ଦୁର୍ବୁତ୍ତ । ସେତିକି ନୁହେଁ ଖଣ୍ଡାରେ ହାତକୁ ଆକ୍ରମଣ ମଧ୍ୟ କଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଧନୁପାଲି ଥାନା ଅନ୍ତଗତ ଧନକଉଡା ବ୍ଲକ ସମ୍ମୁଖରେ ରହିଥିବା, ଏକ ମେଡିକାଲ ଷ୍ଟୋରରେ । ଆଉ ଲୁଟ ସମୟର ଚିତ୍ର ସିସିଟିଭି କ୍ୟାମେରା କଏଦ ହୋଇଛି । ଏହି ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଦେଖନ୍ତୁ ଭିଡିଓ…

 

 

Get real time updates directly on you device, subscribe now.