ପୂର୍ବ ପ୍ରେମିକ ଦ୍ୱାରା ୩୦ରୁ ଅଧିକ ଥର ଛୁରୀ ମାଡ ପରେ ବି ବଞ୍ଚିଲେ ମହିଳା ,ଜାଣନ୍ତୁ କିପରି
ଯାହାକୁ ରଖିବେ ଅନନ୍ତ ,କି କରିପାରେ ବଳବନ୍ତ
-
World 114,379,919
WorldConfirmed: 114,379,919Active: 21,911,249Recovered: 89,931,084Death: 2,537,586 -
USA 29,202,824
USAConfirmed: 29,202,824Active: 9,045,632Recovered: 19,632,523Death: 524,669 -
India 11,096,731
IndiaConfirmed: 11,096,731Active: 164,475Recovered: 10,775,169Death: 157,087 -
Brazil 10,517,232
BrazilConfirmed: 10,517,232Active: 876,529Recovered: 9,386,440Death: 254,263 -
Russia 4,234,720
RussiaConfirmed: 4,234,720Active: 349,571Recovered: 3,799,406Death: 85,743 -
UK 4,170,519
UKConfirmed: 4,170,519Active: 1,201,606Recovered: 2,846,208Death: 122,705 -
Italy 2,907,825
ItalyConfirmed: 2,907,825Active: 411,966Recovered: 2,398,352Death: 97,507 -
Turkey 2,693,164
TurkeyConfirmed: 2,693,164Active: 98,938Recovered: 2,565,723Death: 28,503 -
Germany 2,444,177
GermanyConfirmed: 2,444,177Active: 130,388Recovered: 2,243,200Death: 70,589 -
Pakistan 579,973
PakistanConfirmed: 579,973Active: 21,836Recovered: 545,277Death: 12,860 -
China 89,893
ChinaConfirmed: 89,893Active: 218Recovered: 85,039Death: 4,636
କୁହାଯାଏ ଯାହାକୁ ରଖିବେ ଅନନ୍ତ ,କି କରିପାରେ ବଳବନ୍ତ । ଏପରି ଏକ ଘଟଣା ଘଟିଛି ମେକ୍ସିକୋର ସିନାଲିଆ ସହରରେ।
ମେକ୍ସିକୋର ଏକ ଭିଡ଼ ଥିବା ବସ୍ରେ ଜଣେ ବ୍ୟକ୍ତି ତାଙ୍କର ପୂର୍ବତନ ପ୍ରେମିକାଙ୍କ ଉପରେ ହଠାତ୍ ୩୦ରୁ ଅଧିକ ଥର ଛୁରୀରେ ଆକ୍ରମଣ କରିଛନ୍ତି ।
ଲଗାତାର ଆକ୍ରମଣ ପରେ ମହିଳା ଜଣକ ବସ୍ ଭିତରେ ଚିତ୍କାର କରୁଥିଲେ ବି ବସ୍ ରେ ଉପସ୍ଥିତ ଥିବା ଲେକ ଏହି ଆକ୍ରମଣକୁ ଦେଖିବା ପରେ ବାହାରକୁ ଚାଲିଯାଇଥିଲେ ।
ମାତ୍ର କେହି ସେ ମହିଳାଙ୍କ ସହଯୋଗ କରି ନଥିଲେ ।
ମାତ୍ର ମହିଳା ଜଣକ ଶୀତରୁ ବର୍ତ୍ତିବା ପାଇଁ ଦେହରେ ଏକ ମୋଟା ଶୀତ ବସ୍ତ୍ର ପିନ୍ଧିଥିଲେ ।
ଏହି ବସ୍ତ୍ର ପାଇଁ ମହିଳାଙ୍କର ବିଶେଷ କିଛି କ୍ଷତି ହୋଇନଥିଲା ।
ଯାହା ଫଳରେ ଏହି ମହିଳା ଜଣକ ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
ଏହା ପରେ ଖସି ଯାଉଥିବା ବେଳେ , ସେଠାରେ ଥିବା ଲୋକମାନେ ସେ ପ୍ରେମିକ କୁ କାବୁ କରି ପୋଲିସ ର ଜିମା ଦେଇଥିଲେ ।